FEROJ KUMAR shared a post  
1 y

1 y

ମୃତ୍ୟୁ ଜୀବନରେ ସବୁଠାରୁ ବଡ଼ କ୍ଷତି ନୁହେଁ,
ସବୁଠାରୁ ବଡ଼ କ୍ଷତି ହେଉଛି ଆମେ ବଞ୍ଚିଥିବା
ସମୟରେ ଆମ ଭିତରେ ଯାହା ମରିଯାଏ।
"ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏

image