ଧର୍ଯ୍ୟ ଏକ ଏପରି ବନ୍ଧୁ ଯିଏ ପାଖରେ ଥିଲେ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରିପାରେ, ଯେତେବେଳେ ସିଏ ମଣିଷର ସାଥୀ ଛାଡିଦିଏ ସେତେବେଳେ ମଣିଷର ପାଦ ଟଳ ମଳ ହୋଇଯାଏ।
"ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏