ଜୀବରେ ଗୋଟିଏ ନିୟମ ମନେ ରଖ ସିଧା କୁହ, ସତ୍ୟ କୁହ ଓ ମୁହଁରେ କୁହ, ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଆଉ ଯିଏ କେବଳ ନାମକୁ ଥାନ୍ତି, ସେମାନେ ଦୁରେଇ ଯିବେ।
"ଜୟ ଜଗନ୍ନାଥ"
??ଶୁଭ ସକାଳ??