ପକ୍ଷୀମାନେ ନିଜ ପିଲାମାନଙ୍କର ଭବିଷ୍ୟତ ପାଇଁ କଦାପି ବସା ତିଆରି କରନ୍ତି ନାହିଁ, ସେମାନେ କେବଳ ସେମାନଙ୍କୁ “ଉଡ଼ିବା” କଳା ଶିଖାନ୍ତି କାରଣ ସେମାନେ ଜାଣିଛନ୍ତି ବସା ଅପେକ୍ଷା ତାଙ୍କୁ ସ୍ୱାବଲମ୍ବୀ କରିବା ଜରୁରୀ।
"ଜୟ ଜଗନ୍ନାଥ"
??ଶୁଭ ସକାଳ??