ଧନ ଠାରୁ କର୍ମର ମହତ୍ଵ ଅଧିକ। ଯେପରି ପାଉଁଜି ହଜାରେ ଟଙ୍କାରେ କିଣିକି ଆଣିଲେ ମଧ୍ୟ ତାହା ପାଦରେ ହିଁ ବନ୍ଧା ଯାଏ, ଆଉ ଟିକିଲି ଏକ ଟଙ୍କାରେ ମିଳେ ହେଲେ ତାକୁ ମଥାରେ ଲଗାଯାଏ। ସେଥିପାଇଁ କୁହାଯାଏ ଯେ ମୂଲ୍ୟର ମହତ୍ତ୍ବ ଠାରୁ କର୍ମର ମହତ୍ତ୍ବ ସର୍ବଦା ଅଧିକ। ତେଣୁ ସବୁବେଳେ କର୍ମକୁ ଗୁରୁତ୍ୱ ଦିଅନ୍ତୁ।
"ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏Jai Jagannath 💐💐💐💐
Every one good morning 💐💐💐💐